ମାଡ୍ରାସ: ବିକ୍ରମର ସଫଳତା ପରେ ତାମିଲ ସୁପରଷ୍ଟାର କମଳା ହାସନ ତାଙ୍କର ଆଗାମୀ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ଏସ.ଶଙ୍କରଙ୍କ ବ୍ଲକବଷ୍ଟର ଫିଲ୍ମ ଇଣ୍ଡିଆନର ସିକ୍ୱେଲ ଇଣ୍ଡିଆନ ୨ର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ । ପୂର୍ବରୁ କାଜଲ ଅଗ୍ରୱାଲ ଏହି ଫିଲ୍ମ ମୂଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବେ ବୋଲି ଘୋଷଣା କରାଯାଇଥିଲା । ତେବେ କେତେକ ରିପୋର୍ଟ ଅନୁସାରେ କାଜଲଙ୍କ ବଦଳରେ ଦୀପିକା ପାଦୁକୋନଙ୍କୁ ଏହି ରୋଲ ଅଫର କରାଯାଇଛି । ଅବଶ୍ୟ ଏ ନେଇ ଦୀପିକା, କାଜଲ କିମ୍ବା ମେକର୍ସଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ଏହି ଫିଲ୍ମରେ ସିଦ୍ଧାର୍ଥ, ରକୁଲ ପ୍ରୀତ ସିଂ ଓ ପ୍ରିୟା ଭବାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ସୂଚନାଯୋଗ୍ୟ, ୧୯୯୬ରେ ଇଣ୍ଡିଆନ ଫିଲ୍ମ ରିଲିଜ ହୋଇଥିଲା । ଏଥିରେ କମଳା ହାସନଙ୍କ ସହ ଉର୍ମିଳା ମାତୋଣ୍ଡକର ଓ ମନୀଷ କୋଇରାଲା ଅଭିନୟ କରିଥିଲେ । ଫିଲ୍ମଟି ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଥିଲା ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.