ପୁରୀ : କୋଣାର୍କ ଚନ୍ଦ୍ରଭଗା ସମୁଦ୍ର ମଧ୍ୟରେ ଫସିଲା ହରିଣ । ଅଳ୍ପକେ ବଞ୍ଚିଗଲା ଜୀବନ । ସମୁଦ୍ରରେ ଫସିଥିବା ହରିଣକୁ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ସମୁଦ୍ର ମଧ୍ୟରେ ଦୀର୍ଘ ସମୟ ଧରି ହରିଣଟି ଫସି ରହିଥିଲା । ଏହାକୁ ଉଦ୍ଧାର କରାଯିବା ପରେ ହରିଣଟି ଦୌଡ଼ି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳକୁ ଚାଲି ଆସି କିଛି ସମୟ ଶୋଇ ରହିବା ପରେ ଜଙ୍ଗଲ ଭିତରକୁ ପଳାଇଛି । ଉଦ୍ଧାର ହୋଇଥିବା ହରିଣଟି ଏକ ଅଣ୍ଡିରା କିସମର । ଏହାର ବୟସ ୩ରୁ ୪ର୍ବଷ ମଧ୍ୟରେ ହେବ ବୋଲି ବନ ବିଭାଗର କର୍ମଚାରୀ ସୂଚନା ଦେଇଛନ୍ତି । ହରିଣଟି ନିକଟବର୍ତ୍ତି ବାଲୁଖଣ୍ଡ ଅଭୟାରଣ୍ୟରୁ ଚାଲି ଆସିଥିବା ଜଣାପଡିଛି ।
BREAKING NEWS
- Speaker of the Knesset Medal: ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
- Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର କଲେ…
- ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ
- FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ
- ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ
- Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର
- Epstein Files: ଏପ୍ଷ୍ଟାଇନ୍ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…
- ଟି୨୦ ର୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା
- Chariot Of Lord Baladevjew : ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧କୋଟି ଟଙ୍କା ଅନୁଦାନ ମଞ୍ଜୁର
- ଟି୨୦ ବିଶ୍ୱକପ: ଜିମ୍ବାୱେ ବିପକ୍ଷ ମୁକାବିଲାରେ ଭାଙ୍ଗିପାରେ ଅଭିିଷେକ-ଈଶାନ ଯୋଡି
Comments are closed.