ମୟୂରଭଞ୍ଜ : ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗାଁରୁ ହରିଣ ଉଦ୍ଧାର । ଶମିଳିପାଳରୁ ପଳାଇଆସିଥିବା ହରିଣକୁ ଅଟକ ରଖିଲେ ଗ୍ରାମବାସୀ । ବନ ବିଭାଗ ଖବର ପାଇ ଉଦ୍ଧାର କଲା ହରିଣ । ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ଚନ୍ଦନପୁର ଗାଁର ଅକ୍ଷୟ ମହାନ୍ତିଙ୍କ ଘରୁ ବନ ବିଭାଗ ହରିଣ ଉଦ୍ଧାର କରିଛି । ଜଙ୍ଗଲରୁ ପଳାଇଆସିଥିବା ହରିଣଟି ଅକ୍ଷୟଙ୍କ ଘରେ ଲୁଚି ରହିଥିଲା ।ଖବର ପାଇ DFO ଙ୍କ ନିର୍ଦ୍ଧେଶ କ୍ରମେ ଏକ ବନବିଭାଗ ର ଟିମ ଯାଇ ହରିଣ ଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଛି।
BREAKING NEWS
- Bjd: ନିଲମ୍ବିତ ୨ ବିଧାୟକଙ୍କୁ ବିଜେଡିର ନୋଟିସ୍;ପାର୍ଟି ବାହାରେ ଭୋଟ୍ ଦେଲେ…
- କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ଡ୍ରୋନ
- Pak based smugglers: ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ; ରହିଛି ପାକ୍ ଲିଙ୍କ,୬ ଅଭିଯୁକ୍ତ ଗିରଫ
- BJD: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍
- ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ
- ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
- ବାଲି ମାଫିଆଙ୍କୁ ବଡ ଝଟକା; ୮ଟି ବାଲି ବୋଝେଇ ହାଇୱା ଜବତ
- Fake Police Arrested: ନକଲି ପୋଲିସ ସାଜି ଲୋକଙ୍କୁ କରୁଥିଲା ଆତଙ୍କିତ, ବାନ୍ଧିଲା ଅସଲି ପୋଲିସ
- ପାରାଦୀପକୁ ଦେଶର ଏକ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ
- Kalbaisakhi:କାଳବୈଶାଖୀ ତାଣ୍ଡବ:ଉଡ଼ିଲା ଅଟୋ,ଭାଙ୍ଗିଲା ଘର, ୨ ମୃତ,୨୦ରୁ ଊର୍ଦ୍ଧ୍ବ ଆହତ
Comments are closed.