Latest Odisha News

BREAKING NEWS

ଓମିକ୍ରନକୁ ନେଇ ବାଲୁକା କଳାରେ ସଚେତନତା ବାର୍ତ୍ତା ବାଣ୍ଟିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓମିକ୍ରନକୁ ନେଇ ସଚେତନତା ବାର୍ତ୍ତା । ଦେଶରେ ଏବେ କୋଭିଡର ନୂଆ ଭାରାଆଣ୍ଟା ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳେଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ମୁହଁରେ ମାସ୍କ ପିନ୍ଧିବା ସହ ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏହି ବାର୍ତ୍ତା ଲୋକମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସୁଦର୍ଶନ ନିବେଦନ କରିଛନ୍ତି ।

Leave A Reply

Your email address will not be published.