Latest Odisha News

[ଭିଡିଓ] ଶମିଳିପାଳରୁ ଖସି ଯାଇଥିଲା ,ଚନ୍ଦନପୁରରୁ ମିଳିଲା

ମୟୂରଭଞ୍ଜ : ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗାଁରୁ ହରିଣ ଉଦ୍ଧାର । ଶମିଳିପାଳରୁ ପଳାଇଆସିଥିବା ହରିଣକୁ ଅଟକ ରଖିଲେ ଗ୍ରାମବାସୀ । ବନ ବିଭାଗ ଖବର ପାଇ ଉଦ୍ଧାର କଲା ହରିଣ । ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ଚନ୍ଦନପୁର ଗାଁର ଅକ୍ଷୟ ମହାନ୍ତିଙ୍କ ଘରୁ ବନ ବିଭାଗ ହରିଣ ଉଦ୍ଧାର କରିଛି । ଜଙ୍ଗଲରୁ ପଳାଇଆସିଥିବା ହରିଣଟି ଅକ୍ଷୟଙ୍କ ଘରେ ଲୁଚି ରହିଥିଲା ।ଖବର ପାଇ DFO ଙ୍କ ନିର୍ଦ୍ଧେଶ କ୍ରମେ ଏକ ବନବିଭାଗ ର ଟିମ ଯାଇ ହରିଣ ଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଛି।

Leave A Reply

Your email address will not be published.