ନୂଆଦିଲ୍ଲୀ: ଆଜିଠୁ ଖୋଲିବ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । କରୋନା ମହାମରୀ ଯୋଗୁଁ ଏହା ବନ୍ଦ ଥିଲା । ତେବେ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୫ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । କୋଭିଡ ଗାଇଡଲାଇନ୍ ଭିତରେ ମନ୍ଦିର ଖେଶଲିବାକୁ ପ୍ରଶାସନ ନିଷ୍ପତି ନେଇଛି ।
ପ୍ରଥମେ ଅଳ୍ପ ସମୟ ପାଇଁ ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ। ପରେ ୭.୧୫ରେ ପ୍ରସିଦ୍ଧ ସହଜ ଆନନ୍ଦ ଓ୍ବାଟର ଶୋର ପ୍ରସ୍ତୁତି ହେବ। ଏହା ସହ ପ୍ରେମବତୀ ଫୁଡ ଷ୍ଟଲରୁ କିଛି ଜଳଖିଆ ଉପଲବ୍ଧ ରହିବ ଏବଂ ଅକ୍ଷରଧାମ ହାଟରୁ ଛୋଟ ମୋଟ ହର୍ବାଲ୍ ଉତ୍ପାଦ ଉପଲବ୍ଧ ହେବ।
Comments are closed.