Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: ଦିନ ୧୨ ସୁଦ୍ଧା ୧୫.୬୮ % ମତଦାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ଲାଗି ୧.୫ କୋଟି ଯୋଗ୍ୟ ଭୋଟର୍ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । କୋହଲା ପାଗ ସତ୍ୱେ ଦିଲ୍ଲୀରେ ଆଜି ସକାଳୁ ଶାନ୍ତି ଶୃଙ୍ଖଳାର ସହିତ ଲମ୍ବା ଧାଡ଼ିରେ ଭୋଟର୍ ମାନେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ।

ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ୭୦ଟି ବିଧାନସଭା କ୍ଷେତ୍ରରେ ମୋଟ ୧୫.୬୮ ପ୍ରତିଶତ ମତଦାନ ହୋଇଥିବାର ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.