Latest Odisha News

ଦିଲ୍ଲୀ ନିର୍ବାଚନ: ସ୍କୁଲ, ମୋଦି, ଶାହୀନବାଗକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପ୍ରତ୍ୟେକ ଦଳର ପ୍ରଚାର ଜୋର ଧରିଛି । ଏହି ପ୍ରଚାରର ରଣନୀତି ନେଇ ପ୍ରତ୍ୟେକ ଦଳ ମୈଦାନକୁ ଓହ୍ଲାଇଛନ୍ତି ।

ବିଜେପିର ପ୍ରଚାରକୁ ଅନୁଧ୍ୟାନ କଲେ ଅମିତ ଶାହ ପ୍ରତ୍ୟେକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ଗୁରୁତ୍ୱ ଦେଉଛନ୍ତି ।

 

 

 

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟେକ ସ୍ଥାନରେ ସ୍କୁଲ ଶବ୍ଦକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ମନୋଜ ତିୱାରୀ ସରଳ ଭାଷା ବ୍ୟବହାର କରିବା ସହ ସିଏଏ ଓ ଶାହୀନୱାଗ ଶବ୍ଦକୁ ଗୁରୁତ୍ୱ ଦେଉଛନ୍ତି ।

Leave A Reply

Your email address will not be published.