ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ଏଥର ପୁଣିଥରେ କେଜ୍ରିୱାଲ ସରକାର ଦିଲ୍ଲୀ ଗାଦିରେ ବସିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣାରୁ ସୂଚନା ମିଳୁଛି । ଟାଇମସ ନାଓ ଓ ଆଇପଏସ୍ଓ ଅନୁସାରେ ଆପ୍-୪୪ ବିଜେପି-୨୬ ଓ କଂଗ୍ରେସ ଏବଂ ଅନ୍ୟମାନେ-୦ ଆସନରେ ବିଜୟ ହେବେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଇଣ୍ଡିଆ ନ୍ୟୁଜ୍ ଅନୁଯାୟୀ ଆପ୍ ୫୩-୫୭, ବିଜେପି ୧୧-୧୭, କଂଗ୍ରେସ ଓ ଅନ୍ୟାନ୍ୟ୦-୨ରେ ଜିତି ପାରେ ବୋଲି ଆକଳନ କରାଯାଉଛି ।
ସେହିପରି ରିପବ୍ଲିକ୍ ଟିଭି ଏବଂ ଜନ୍କି ବାତ୍ ସର୍ବେକ୍ଷଣ ଅନୁଯାୟୀ ଆପ୍-୪୮-୬୧, ବିଜେପି୦୯-୨୧ ଏବଂ କଂଗ୍ରେସ ଓ ଅନ୍ୟାନ୍ୟ ୦୦-୦୧ ରହିଛି । ଟିଭି୯ ଭାରତ ଅନୁଯାୟୀ ଆପ୍-୫୪, ବିଜେପ-୧୫ ଓ କଂଗ୍ରେସ-୦- ୧ । ଅନ୍ୟପଟେ ନ୍ୟୁଜ୍ ଏକ୍ସ ଅନୁଯାୟୀ ଆପ୍-୫୩-୫୭, ବିଜେପି ୧୧-୧୭, କଂଗ୍ରେସ୦-୦୨ରେ ଜିତି ପାରେ ବୋଲି ଏଗ୍ଜିଟ୍ ପୋଲ୍ କହୁଛି ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.