ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ଏଥର ପୁଣିଥରେ କେଜ୍ରିୱାଲ ସରକାର ଦିଲ୍ଲୀ ଗାଦିରେ ବସିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣାରୁ ସୂଚନା ମିଳୁଛି । ଟାଇମସ ନାଓ ଓ ଆଇପଏସ୍ଓ ଅନୁସାରେ ଆପ୍-୪୪ ବିଜେପି-୨୬ ଓ କଂଗ୍ରେସ ଏବଂ ଅନ୍ୟମାନେ-୦ ଆସନରେ ବିଜୟ ହେବେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଇଣ୍ଡିଆ ନ୍ୟୁଜ୍ ଅନୁଯାୟୀ ଆପ୍ ୫୩-୫୭, ବିଜେପି ୧୧-୧୭, କଂଗ୍ରେସ ଓ ଅନ୍ୟାନ୍ୟ୦-୨ରେ ଜିତି ପାରେ ବୋଲି ଆକଳନ କରାଯାଉଛି । ସେହିପରି ରିପବ୍ଲିକ୍ ଟିଭି ଏବଂ ଜନ୍କି ବାତ୍ ସର୍ବେକ୍ଷଣ ଅନୁଯାୟୀ ଆପ୍-୪୮-୬୧, ବିଜେପି୦୯-୨୧ ଏବଂ କଂଗ୍ରେସ ଓ ଅନ୍ୟାନ୍ୟ ୦୦-୦୧ ରହିଛି । ଟିଭି୯ ଭାରତ ଅନୁଯାୟୀ ଆପ୍-୫୪, ବିଜେପ-୧୫ ଓ କଂଗ୍ରେସ-୦- ୧ । ଅନ୍ୟପଟେ ନ୍ୟୁଜ୍ ଏକ୍ସ ଅନୁଯାୟୀ ଆପ୍-୫୩-୫୭, ବିଜେପି ୧୧-୧୭, କଂଗ୍ରେସ୦-୦୨ରେ ଜିତି ପାରେ ବୋଲି ଏଗ୍ଜିଟ୍ ପୋଲ୍ କହୁଛି ।
BREAKING NEWS
- ଆସନ୍ତାବର୍ଷ ସୁଦ୍ଧା ରାଜନୀତିରେ ପଶିବେ ୧ ଲକ୍ଷରୁ ଅଧିକ ଯୁବବର୍ଗ: ମୋଦୀ
- ଜୈସୱାଲଙ୍କୁ ସାରା ଭାରତ କହୁଛି ଯଶସ୍ୱୀ ହୁଅ
- ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ
- ଆତ୍ମହତ୍ୟା ବୃଦ୍ଧି କରୁଛି ଜଳବାୟୁ ପରିବର୍ତ୍ତନ!
- ସ୍ତ୍ରୀ ନା ରାକ୍ଷସୀ: ସ୍ଵାମୀକୁ ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା ସ୍ତ୍ରୀ
- ନୃଶଂସ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ପିଟିପିଟି କଲା ହତ୍ୟା
- ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର
- ଶାହି ଜାମା ମସଜିଦର ସର୍ଭେ କାର୍ଯ୍ୟକୁ ବିରୋଧ, ପୋଲିସର ଲାଠି ଚାର୍ଜ
- କାର୍ଗୋ ସ୍ପେସକ୍ରାଫ୍ଟ କଣ ? ସୁନିତା ୱିଲିୟମ୍ସଙ୍କୁ ବଞ୍ଚାଇ ପାରିବ କି ଏହି ମହାକାଶଯାନ…
- ଅସ୍ତ୍ରଶସ୍ତ୍ରର ଥାଏ କି ବ୍ୟବହାରିକ ସମୟ ସମାପ୍ତି ? କ’ଣ କହୁଛି ବିଜ୍ଞାନ…
Comments are closed.