Latest Odisha News

BREAKING NEWS

ଓମିକ୍ରନ୍‌ ଭୟ; ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ରାଜଧାନୀରେ ବୋଲ ମାନୁନି କରୋନା। ଦିନକୁ ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ ଦିଲ୍ଲୀରେ ନୂତନ କୋଭିଡ ମାମଲା ୪୦୦୦ ଟପିଛି ଏବଂ ପଜିଟିଭିଟି ହାର ୬% ରୁ ଅଧିକ ରହିଛି।

ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାୟ ୪,୧୦୦ ମାମଲା ପଞ୍ଜିକୃତ ହୋଇଛି। ଯାହା ୭ ମାସରେ ସର୍ବାଧିକ ମାମଲା ରିପୋର୍ଟ ହୋଇଛି।

ଏଥିରେ ଓମିକ୍ରନ୍ ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଗୋଟିଏ ସପ୍ତାହରେ କୋଭିଡ ମାମଲା ସଂଖ୍ୟା ସର୍ବାଧିକ ହୋଇପାରେ।

Leave A Reply

Your email address will not be published.