Latest Odisha News

BREAKING NEWS

Browsing Tag

COVID-19 cases

ଓମିକ୍ରନ୍‌ ଭୟ; ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ରାଜଧାନୀରେ ବୋଲ ମାନୁନି କରୋନା। ଦିନକୁ ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ ଦିଲ୍ଲୀରେ ନୂତନ କୋଭିଡ ମାମଲା ୪୦୦୦ ଟପିଛି ଏବଂ ପଜିଟିଭିଟି ହାର ୬% ରୁ ଅଧିକ ରହିଛି। ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାୟ…

୧୦ ମିଲିୟନରୁ ଅଧିକ କୋଭିଡ ମାମଲା ରିପୋର୍ଟ କରିଥିବା ଦେଶ ତାଲିକାରେ ଷଷ୍ଠରେ ଫ୍ରାନ୍ସ

ପ୍ୟାରିସ୍‌: ସମଗ୍ର ବିଶ୍ବରେ କରୋନାର ନୂଆ ରୂପ ଓମିକ୍ରନ୍‌ କାୟା ବିସ୍ତାର କରିଚାଲିଛି। ମହାମାରୀ ଆରମ୍ଭରୁ ୧୦ ମିଲିୟନରୁ ଅଧିକ କରୋନା ସଂକ୍ରମଣ ରିପୋର୍ଟ କରିବାରେ ଫ୍ରାନ୍ସ ବିଶ୍ୱର ଷଷ୍ଠ ଦେଶ ପାଲଟିଛି। ଏ ନେଇ ଶନିବାର ସରକାରୀ ତଥ୍ୟ ପ୍ରକାଶ ପାଇଛି। ସର୍ବାଧିକ କରୋନା ମାମଲା…

ଭାରତରେ ବଢ଼ୁଛି କରୋନା, ନ୍ୟୁଜିଲାଣ୍ଡ ଜାରି କଲା କଟକଣା

ୱେଲିଂଟନ୍: ଭାରତରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ନ୍ୟୁଜିଲାଣ୍ଡ କଟକଣା ଜାରି କରିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଦେନ ଭାରତରୁ ନ୍ୟୁଜିଲାଣ୍ଡ ଯାଉଥିବା ଯାତ୍ରୀଙ୍କ ଗସ୍ତ ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଛନ୍ତି ।…