Latest Odisha News

BREAKING NEWS

ମୌଲାନା ସାଦ କରୋନାରେ ସଂକ୍ରମିତ ହୋଇଥିବା ପୋଲିସ ସନ୍ଦେହ କରୁଛି !

ନୂଆଦିଲ୍ଲୀ: କରୋନା ଲକଡାଉନ ନିୟମ ଉଲ୍ଲଂଘନ କରି ନିଜାମୁଦ୍ଦିନ ତବଲିଘ ଜମାତରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା ଏବେ ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏଥ ଯୋଗୁ ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରିବା ସହ ମୁସଲିମ୍ ଧର୍ମଗୁରୁ ମୌଲାନ ସାଦଙ୍କୁ ଖୋଜିଛି । ସାଦଙ୍କୁ ଟ୍ରେସ୍ କରିବାରେ ପୋଲିସ ସଫଳ ହୋଇନାହିଁ ।

ଶନିବାର ସାଦ କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରିଛି । ସେ ଏଥିପାଇଁ ନିଜକୁ କ୍ୱାରାଂଟାଇନରେ ରଖିଥିବା ଅନୁମାନ କରାଯାଉଛି । ଉପରୋକ୍ତ କାର୍ଯ୍ୟକ୍ରମରେ ୩୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ସାଦ ପୋଲିସ ହାତରେ ଧରାପଡିଲେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.