Latest Odisha News

BREAKING NEWS

ବୁମରାହଙ୍କ ବୋଲିଂ ଆକ୍ସନକୁ କପି କଲେ ରୋହିତଙ୍କ ଝିଅ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ଝିଅ ଯଶପ୍ରୀତ ବୁମରାହଙ୍କ ବୋଲିଂ ଆକ୍ସନ କରୁଥିବା ଭିଡିଓ ଲୋକଙ୍କୁ ଏବେ ବେଶ୍ ପସନ୍ଦ ଆସୁଛି । ରୋହିତ ଓ ବୁମରାହଙ୍କ ଭିଡିଓ ଚାଟରେ ସାମୟାରାଙ୍କ ଆକ୍ସନ ଦେଖିବାକୁ ମିିଳିଛି । ବୁମରାହ ମଧ୍ୟ ଏହି ବୋଲିଂ ଆକ୍ସନ ଦେଖି ହସ ରୋକି ପାରି ନାହାନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଧ୍ୟ ଏହି ଭିଡିଓକୁ ଶେୟାର କରାଯାଇଛି ।

କରୋନା ଭାଇରସ ନେଇ ସାରା ଦେଶରେ ଲକଡାଉନ ନିୟମ ପାଳନ କରାଯାଉଛି । ଏହି ଅବସରରେ ସମୟ ଅତିବାହିତ କରିବା ପାଇଁ ସମସ୍ତେ ମଜାଦାର ଭିଡିଓ ସୋସିଆଲ ସାଇଟରେ ଶେୟାର କରୁଛନ୍ତି ।

Leave A Reply

Your email address will not be published.