Latest Odisha News

BREAKING NEWS

ସୁଶୀଲଙ୍କୁ ଝଟକା, ପୋଷକଯୁକ୍ତ ସ୍ୱତନ୍ତ୍ର ଆହାର ସେବନ ପାଇଁ ଆବେଦନ କୋର୍ଟରେ ଖାରଜ

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିଆନ ରେସଲରଙ୍କୁ ବୁଧବାର ଆଉ ଏକ ଝଟକା ଲାଗିଛି । ପହଲିୱାନ ସାଗର ହତ୍ୟାକାଣ୍ଡରେ ଅଭିଯୁକ୍ତ ସୁଶୀଲ ଏବେ ଜେଲରେ ଅଛନ୍ତି । ଏଠାରେ ତାଙ୍କ ଶରୀର ପାଇଁ ଆବଶ୍ୟକ ମୁତାବକ ପୋଷକଯୁକ୍ତ ଆହାର ଯୋଗାଇବା ପାଇଁ ସେ ଆବେଦନ କରିଥିଲେ । ତେବେ ମୁଖ୍ୟ ବିଚାରପତି ସତବୀର ସିଂ ଲାମ୍ବା ଏହାକୁ ଖାରଜ କରି ଦେଇଛନ୍ତି ।

ସୁଶୀଲଙ୍କ ଓକିଲ ଏହା ତାଙ୍କ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଇପାରେ ଦାବୀ କରିଥିଲେ । ଏପରି କି ଏହି ଖାଦ୍ୟ ପାଇଁ ସୁଶୀଲ ନିଜ ଆଡୁ ଖର୍ଚ୍ଚ କରିବେ ବୋଲି ସେ କହିଥିଲେ ।

Leave A Reply

Your email address will not be published.