Latest Odisha News

BREAKING NEWS

ବିମାନବନ୍ଦର ପାଲଟିଛି ପାର୍କିଂ ସ୍ଥଳ

ଦିଲ୍ଲୀ: କରୋନା ଭାଇରସ ନେଇ ଦେଶରେ ଲକଡାଉନ କରାଯାଇଛି । ଫଳରେ ଗମନାଗମନ ସ୍ଥଳରେ ନୀବରତା ରାଜୁତି କରିଛି । ଏଠାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାର୍କିଂ ସ୍ଥଳରେ ପାଲଟି ଯାଇଛି କହିଲେ ଭୁଲ ହେବ ନାହିଁ । ପ୍ରତି ଦିନ ୭୦୦ରୁ ଅଧିକ ବିମାନ ଏଠାରେ ଯିବାଆସିବା କରିଥାଏ । ବର୍ତମାନ ପରିସ୍ଥିତି ଅଲଗା । ୧୯୪ ବିମାନ ଏଠାରେ ପାର୍କିଂ କରିଛନ୍ତି ।

ରନୱେରେ କେବଳ କାର୍ଗୋ ବିମାନ ତାର ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛି । ଗୁରୁବାର ୫୫ କାର୍ଗୋ ବିମାନରେ ଡାକ୍ତରୀ ଉପକରଣ ଏଠାରେ ପହଂଚିଛି ।

Leave A Reply

Your email address will not be published.