ନୂଆଦିଲ୍ଲୀ: ସୁନାମୀ ପରି ମାଡି ଚାଲିଛି ଭୟଙ୍କର ଭୂତାଣୁ କରୋନା । ଏହି ଭାଇରସର ଭୟାବହତା ଏବେ ବଢ଼ିବାରେ ଲାଗିଛି । ଏହାକୁ ନେଇ ସର୍ତକ ହୋଇପଡ଼ିଛି ଭାରତ । ଭାରତ ସରକାର ଚୀନ୍ ଜିନିଷ ଆମଦାନୀ କରିବାରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ରାଜଧାନୀ ଦିଲ୍ଲୀର ସଦର ବଜାରରେ ଥିବା ଖେଳନା ମାର୍କେଟ ଉପରେ ପଡ଼ିଛି । ଏହି ମାର୍କେଟରେ ଚାଇନା ଖେଳନା ଜିନିଷ ହୋଲସେଲ ଦାମରେ ମିଳିଥାଏ । ହେଲେ ଏବେ ଚୀନରୁ ଆଉ ଆସୁନି ଖେଳନା । ବଜାରରେ ଚୀନ ଖେଳନାକୁ ବ୍ୟାନ୍ କରାଯାଇଛି । ଫଳର ଖେଳନା ବଜାର ପୁରା ଖାଲି ପଡିଛି । ବ୍ୟବସାୟୀଙ୍କ ସୁଚନା ଅନୁସାରେ ଦୁଇ ଦେଶ ଭିତରେ ଥିବା ବ୍ୟବସାୟୀକ କଟକଣାକୁ ନେଇ ପ୍ରାୟ ୪୦ ପ୍ରତିଶତ ନୂଆ ଜିନିଷ ବଜାରକୁ ଆସିପାରୁ ନାହିଁ । ଫଳରେ ଜିନିଷ ଅଭାବ ଦେଖାଦେବା ସହ ବେପାର ମଧ୍ୟ ମାନ୍ଦା ପଡିଛିି ।
BREAKING NEWS
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
Comments are closed.