Latest Odisha News

ଖୁବ୍‌ ଶୀଘ୍ର ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିପାରେ ଡେଲ୍‌ଟା ପ୍ରଜାତି; ‘ହୁ’

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଡେଲଟା ଭାରିଆଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଖୁବ୍‌ ଶୀଘ୍ର ଏହା ସମଗ୍ର ବିଶ୍ବରେ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଚେତାବନୀ ଦେଇଛି।

ବଢୁଥିବା ସଂକ୍ରମଣ ହାର ଯୋଗୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି।

ହୁ କହିଛି ଯେ ବିଶ୍ବର ଅଧିକାଂଶ ସ୍ଥାନରେ କରୋନା ପରୀକ୍ଷା ହାର ବହୁତ କମ୍ ରହିଛି। ବିଶେଷ କରି ନିମ୍ନ ଏବଂ ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କରେ ଏହି ରୋଗ ବିକଶିତ ହେବାରେ ଲାଗିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

Comments are closed.