Latest Odisha News

BREAKING NEWS

Browsing Tag

Delta variant

ଭିମସାରରେ ୨ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ…

ବଢୁଛି ଡେଲ୍‌ଟା ସଂକ୍ରମଣ; ଚିନ୍ତାରେ ସରକାର

ବେଜିଂ: ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ସଂକ୍ରମଣ କାରଣରୁ ଚୀନ୍ ଏବେ ଚିନ୍ତାରେ ପଡ଼ିଯାଇଛି। ଦିନକୁ ଦିନ ବଢିଚାଲିଛି ସଂକ୍ରମଣ। ଦେଶର ଅନ୍ୟ ସ୍ଥାନ ତୁଳନାରେ ଉତ୍ତରପୂର୍ବ ଅଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ମଧ୍ୟରେ ମୋଟ ୧୩୦୮ ସଂକ୍ରମଣ…

ଟିକାକୃତ ଲୋକଙ୍କଠାରୁ ଅନ୍ୟକୁ ସଂକ୍ରମିତ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଡେଲ୍‌ଟା ପ୍ରଜାତି ଟିକାକୃତ ଲୋକଙ୍କଠାରୁ ସହଜରେ ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାପିପାରେ। ବ୍ରିଟିଶ ଅଧ୍ୟୟନରୁ ଜଣାପଡିଛି। କିନ୍ତୁ ଟିକାକୃତ ହୋଇଥିଲେ ସଂକ୍ରମଣ ବ୍ୟାପିବାର ଆଶଙକା କମ୍‌ ଥାଏ ବୋଲି ଏଥିରେ କୁହାଯାଇଛି। ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ…

୧୮୫ ଦେଶକୁ ବ୍ୟାପିଲାଣି ଡେଲଟା ପ୍ରଜାତି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦିନ କହିଛି ଯେ କୋଭିଡ୍-୧୯ ଡେଲଟା ପ୍ରଜାତି ଅନ୍ୟାନ୍ୟ ଭାରିଆଣ୍ଟଙ୍କ ମଧ୍ୟ ଅଧିକ ମାରାତ୍ମକ ଏବଂ ସଂକ୍ରାମକ ବୋଲି ଜଣାପଡ଼ିଛି। କୋଭିଡ-୧୯ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ମୁଖ୍ୟ ମାରିଆ ୱାନ୍ କେରଖୋଭ୍‌ କହିଛନ୍ତି ଯେ ଡେଲଟା…

ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ଦ୍ୱିଗୁଣିତ କରୁଛି ଡେଲଟା ପ୍ରଜାତି; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟେନର ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ କରୋନା ମାରାତ୍ମକ ଡେଲ୍‌ଟା ପ୍ରଜାତି ସଂକ୍ରମିତ ସେମାନେ ଅଧିକ ଥର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇପାରନ୍ତି। ଇଂଲଣ୍ଡରେ ୪୩,୦୦୦ ରୁ ଅଧିକ କୋଭିଡ-୧୯ ମାମଲାକୁ ନେଇ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର ମଧ୍ୟରୁ ଅଧିକାଂଶ ଟିକାକରଣ…

ଖୁବ୍‌ ଶୀଘ୍ର ସମଗ୍ର ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିପାରେ ଡେଲ୍‌ଟା ପ୍ରଜାତି; ‘ହୁ’

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଡେଲଟା ଭାରିଆଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଖୁବ୍‌ ଶୀଘ୍ର ଏହା ସମଗ୍ର ବିଶ୍ବରେ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ଚେତାବନୀ ଦେଇଛି। ବଢୁଥିବା ସଂକ୍ରମଣ ହାର ଯୋଗୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ହୁ…

ଟିକାକୃତ ଲୋକମାନେ ଡେଲଟା ପ୍ରଜାତିର ବିସ୍ତାର କରିପାରନ୍ତି; ରିପୋର୍ଟ

ନୂଆଦିଲ୍ଲୀ: ସଂପୂର୍ଣ୍ଣ ଟିକାକରଣ ହୋଇଥିବା ୬୩ ବର୍ଷ ବୟସ୍କା ମହିଳା କରୋନା ଡେଲଟା ପ୍ଲସ୍ ରେ ସଂକ୍ରମିତ ମୃତ୍ୟୁବରଣ କରିଥିବା ଖବର ଆସିବା ପରେ ଅନୁସନ୍ଧାନକାରୀମାନେ ଏହି ଭୂତାଣୁ ଅନ୍ୟମାନଙ୍କୁ ଅତି ସହଜରେ ବ୍ୟାପୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ଟିକା ନେଇଥିବା ଲୋକ ବି ଅତି…

ଏହି ୭ ଦେଶରେ ଭୟ ବଢାଉଛି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଡେଲ୍‌ଟା। ଅନେକ ଦେଶରେ ଏବେ ଡେଲ୍‌ଟା ଭୟ ଘାରିଲାଣି। ପୂର୍ବରୁ କରୋନା ମୁକାବିଲା ସଫଳ ହୋଇଥିବା ଅନେକ ରାଷ୍ଟ୍ର ଏବେ ପୁଣି ଥରେ କ‌େରୋନା ଜାଲରେ ଛନ୍ଦି ହୋଇଯାଇଛନ୍ତି। ଯେତେବେଳେ ସମଗ୍ର ବିଶ୍ୱ କରୋନାର ପ୍ରଥମ ତରଙ୍ଗ ସହିତ ଲଢୁଥିଲା ସେତେବେଳେ…

୧୩୫ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାର ଅତ୍ୟଧିକ ସଂକ୍ରାମକ ପ୍ରଜାତି ଡେଲଟା ବର୍ତ୍ତମାନ ୧୩୫ଟି ଦେଶକୁ ମାଡିଗଲାଣି। ଏ ନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି। ବିଶ୍ବସ୍ତରରେ କରୋନାଭାଇରସ୍ ସଂକ୍ରମିତ ସଂଖ୍ୟା ଆସନ୍ତା ସପ୍ତାହ ସୁଦ୍ଧା ୨୦୦ ମିଲିୟନ୍‌ ଅତିକ୍ରମ କରିବ ବୋଲି ହୁ ଚେତାଇ…

ସାବଧାନ ! ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ୍

ଭୁବନେଶ୍ବର: ମଣିଷ ଦେହରେ ମାସେ ଯାଏ ସକ୍ରିୟ ରହୁଛି କରୋନା ଭାଇରସ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଏହି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ…