ଭୁବନେଶ୍ୱର: ଆଜି ସକାଳୁ ଟ୍ୱିନ୍ ସିଟିରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ ଘନକୁହୁଡ଼ି ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ହୋଇଛି । ମାତ୍ର ୨୦ରୁ ୩୦ ମିଟର ମଧ୍ୟରେ କିଛି ଦେଖାଯାଉ ନାହିଁ । ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ ରାତିର ତାପମାତ୍ରା ବୃଦ୍ଧି ପାଇଛି । ହେଲେ ଘନକୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।
BREAKING NEWS
- Kailash Mansarovar: ନେପାଳ ବନ୍ୟାରେ ଭାସିଗଲେ ଶହ ଶହ କୈଳାସ ମାନସରୋବର ତୀର୍ଥଯାତ୍ରୀ! ଜାଣନ୍ତୁ କେତେ କଷ୍ଟକର ଏହି ଯାତ୍ରା…କେଉଁ ବାଟ ଦେଇ ଯାଆନ୍ତି ଭାରତୀୟ?
- Modi Cabinet Reshuffle: ମୋଦି କ୍ୟାବିନେଟ୍ରେ ବଡ଼ ‘ରିସେଟ୍’! ବିଦା ହେବେ ୭୦+ ମନ୍ତ୍ରୀ? ଜାଣନ୍ତୁ କାହାର କଟିବ ପତ୍ତା, କାହାକୁ ମିଳିବ ମନ୍ତ୍ରୀପଦ?
- ନେପାଳ ବନ୍ୟା, ବିହାରରେ ହାଇ ଆଲର୍ଟ
- ବିଶ୍ୱରେ ପ୍ରଥମ:ଏଆଇ-ସହାୟତାରେ-ପ୍ରଥମ-ମସ୍ତିଷ୍କ-ଅସ୍ତ୍ରୋପଚାର
- ନେପାଳ ବନ୍ୟାରେ ନିଖୋଜ ୨ ଓଡ଼ିଆ, ସହାୟତା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
- ରାକ୍ଷୀ ପୂର୍ଣ୍ଣିମା; ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍’ ସେବା
- ନେପାଳରେ ବନ୍ୟା; ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ୧୩୩ ଭାରତୀୟ ନିଖୋଜ…
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Comments are closed.