Latest Odisha News

BREAKING NEWS

Browsing Tag

Fog

୩ ଦିନ ଘନ କୁହୁଡ଼ି, ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ବୌଦ୍ଧ, ନୟାଗଡ଼ ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିଛି । ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪…

ଆଉ ୨ ଦିନ ଘନ କୁହୁଡ଼ି, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଭୋର୍ ସମୟରେ ଘନ କୁହୁଡ଼ି ଦେଖା ଯାଉଛି । ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ କୁହୁଡ଼ି ଦୃଶ୍ୟମାନ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ଟ୍ୱିନ୍‌ ସିଟିରେ ଘନକୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଆଜି ସକାଳୁ ଟ୍ୱିନ୍‌ ସିଟିରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକରେ ଘନକୁହୁଡ଼ି ହେବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ହୋଇଛି । ମାତ୍ର ୨୦ରୁ ୩୦ ମିଟର ମଧ୍ୟରେ…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ, ଦିଶୁନି ଟ୍ୱିନ୍‌ ସିଟି

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ କୁହୁଡ଼ି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ୨୦ରୁ ୩୦ ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । ଖାଲି ଭୁବନେଶ୍ୱର ନୁହେଁ ଘନକୁହୁଡ଼ିର ଆସ୍ତରଣରେ ଘୋଡେଇ ହୋଇଛି କଟକ…

କମୁଛି ଶୀତ, ୩ ଦିନ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର: ମଧ୍ୟ ଭାରତରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ ଏବେ ପୂର୍ବ ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଛି । ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବା ସହ ଶୀତ କମୁଛି । ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ସହିତ ଆସନ୍ତା ୩ ଦିନ ରାଜ୍ୟର କିଛି…

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।…

ଶୀତ ନାହିଁ, ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ନୂଆବର୍ଷରେ ବି ଶୀତ ନାହିଁ । ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି । ଗୁରୁଚାପ ବଳୟ ସକ୍ରିୟ ଯୋଗୁ ବାୟୁ ମଣ୍ଡଳର ସ୍ଥିରତ ବୃଦ୍ଧି ପାଇଥିବାରୁ ରାତି ତାପମାତ୍ରା ବଢ଼ିଛି । ଫଳରେ ଶୀତ କମିଥିବା ବେଳେ କିଛି ଅଞ୍ଚଳରେ ଆଗାମୀ ୨ ଦିନ…

ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ୫.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ କନ୍ଧମାଳର ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା…

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗର ଆକଳନ…