ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି ଶୀତଦିନେ ଅଁଳା,ମେଥି,ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟପାଇଁ ଉପକାରୀ ।
ଦେଶୀ ଘିଅକୁ ଗରମ ଡାଲି ନଚେତ୍ ପରଟାରେ ଲଗାଇ ଖାଇଲେ ଶରୀରକୁ ଶକ୍ତି ମିଳେ। ତା’ ସହ ଦେଶୀ ଘିଅ ଖାଇଲେ ଶୀତରେ ହେଉଥିବା ଶୁଷ୍କ ତ୍ବଚାର ସମସ୍ୟା ଦୂରେଇ ଯାଏ।
ଏ ଋତୁରେ ପ୍ରତିଦିନ ଗୋଟିଏ ଅଁଳା ଖାଇଲେ ବି ଶରୀରକୁ ପୋଷଣ ମିଳୁଥିବା ବିଶେଷଜ୍ଞ କହିଛନ୍ତି ।
ମେଥି, ପାଳଙ୍ଗ ଶାଗ ତରକାରି କିମ୍ବା ପରଟା ପ୍ରସ୍ତୁତ କରି ନିୟମିତ ଭାବେ ଶୀତରେ ଖାଆନ୍ତୁ।
ଭିଟାମିନ୍ ସି ଓ କେ ଯୁକ୍ତ ଖାଦ୍ୟ ଶୀତରେ ଖାଇଲେ ହାଡ଼ଗୋଡ଼ ମଜବୁତ୍ ହୁଏ।
BREAKING NEWS
- Trade war:ଆମେରିକା କାନାଡାର ଏହି ସମସ୍ତ ସାମଗ୍ରୀ ଉପରେ ଲଗାଇଲା କଟକଣା; ଉଭୟ ଦେଶ ମଧ୍ୟରେ ବଢିଲା ଟ୍ରେଡ ଓ୍ବାର
- ସ୍କ୍ରବଟାଇଫସ୍ ନିୟନ୍ତ୍ରଣ ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ, ଆତଙ୍କିତ ନହେବାକୁ ଦେଲେ ପରାମର୍ଶ
- Oxygen Cylinder Blast:ଅନଲୋଡ୍ ବେଳେ ଖସିପଡ଼ିଲା ଅମ୍ଳଜାନ ସିଲିଣ୍ଡର…ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ୪ ଆହତ
- Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ, ସ୍କିଲ୍ ହିଁ ଚାକିରିର ଚାବି’!
- ଇରାନର ତୈଳ ଟ୍ୟାଙ୍କର୍ ଉଡ଼ାଇଲା ଆମେରିକା
- ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ ସ୍ୱାମୀ
- ପିଲାଙ୍କୁ ସୁନା ମୁଦି ଦେବେ ସରକାର…
- Putin-PM Modi meet: BRICS ପୂର୍ବରୁ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍ରେ ରହିବ Su-57 ଡିଲ୍, ବ୍ୟବସାୟ ଓ ବିଶ୍ୱ ଶାନ୍ତି
- ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା
- ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ବୈଠକ

Comments are closed.