Latest Odisha News

BREAKING NEWS

ଶ୍ରୀଜିଉଙ୍କୁ ୨୧ କିଲୋଗ୍ରାମର ରୂପା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ରବିବାର ଦିନ ୨୧ କିଲୋଗ୍ରାମର ରୂପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ।

ସୂଚନାନୁସାରେ, ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ମନ୍ଦିରର ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଦାନ କରିଛନ୍ତି।

ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବ୍ୟତୀତ ଭୁଦେବୀ, ଶ୍ରୀଦେବୀ ଏବଂ ମଦନମୋହନଙ୍କ ପାଇଁ ଏହି ରୂପା ଦାନ କରାଯାଇଛି।

 

Comments are closed.