Latest Odisha News

BREAKING NEWS

Browsing Tag

candidate

କାଲି ପଦ୍ମପୁର ରାୟ, ଆଶାଆଶଙ୍କାରେ ପ୍ରାର୍ଥୀ

ପଦ୍ମପୁର: ଆସନ୍ତାକାଲି ପ୍ରକାଶ ପାଇବ ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନର ଫଳ । ଆସିବ ପଦ୍ମପୁରବାସୀଙ୍କ ରାୟ । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟପେଡ଼ି । ଚଳିତ ଉପନିର୍ବାଚନରେ ୮୧.୨୯ % ଭୋଟ୍ ପଡିଛି । ୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯.୮% ମତଦାନ ହୋଇଥିଲା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି…

ଧାମନଗର ରାୟ : ୮ମ ରାଉଣ୍ଡରେ ସୂରଜ ୫୯୯୧ ଭୋଟରେ ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ଅଷ୍ଟମ ରାଉଣ୍ଡରେ ସୂରଜ ୫୯୯୧ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୩୬,୦୭୩  ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ…

ଧାମନଗର: ମତସାବ୍ୟସ୍ତ କଲେ ପ୍ରାର୍ଥୀ

ଧାମନଗର: ଧାମନଗରରେ ଚାଲିଛି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ…

ଓଡ଼ିଆରେ ଦେଇ ହେବ OCS ପରୀକ୍ଷା, ୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । କ୍ୟାବିନେଟରେ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ସଂଶୋଧନକୁ ମଞ୍ଜୁରୀ ମିଳିଛି । UPSC ଭଳି OCSରେ ଗୋଟିଏ ଅପସିନାଲ ରହିବ । ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ହେବ । ଓଡ଼ିଆରେ…

ଜଗଦୀପ ଧନଖଡ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

 ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନ୍‌ଡିଏ ।  ଜଗଦୀପ ଧନଖଡ଼ ହୋଇଛନ୍ତି ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ।  ବିଜେପି ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଅଗଷ୍ଟ 6ରେ ଉପରାଷ୍ଟ୍ରପତି…