Latest Odisha News

BREAKING NEWS

କରୋନା ଟିକା ନେଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଭରଗ୍ରୀନ୍ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର କରୋନାଭାଇରସ୍ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କ ପତ୍ନୀ ହେମା ମଲିନୀ ମଧ୍ୟ କରୋନା ଟିକା ନେଇଥିଲେ।

ଏ ନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଏବଂ ଲୋକଙ୍କୁ ଟିକା ନେବା ସହିତ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହାସହିତ ସେ କହିଛନ୍ତି ନିଜେ ଟିକା ନେବା ଅନ୍ୟମାନଙ୍କ ଟିକା ପାଇଁ ଉତ୍ସାହିତ କରିବା ଉଚିତ। ଯତ୍ନବାନ ହୁଅନ୍ତୁ।

Comments are closed.