Latest Odisha News

BREAKING NEWS

ଦିଲ୍ଲୀପ ବେହେରା ପାଇବେ କିଶୋରୀଚରଣ ପୁରସ୍କାର

କଟକ : ଯୁବ ଲେଖକ  ଦିଲ୍ଲୀପ ବେହେରା ପାନ୍ଥଶାଳା ଗଳ୍ପ ପୁସ୍ତକ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ମାର୍ଚ୍ଚ ୧ ତାରିଖରେ ଆୟୋଜନ ହେବାକୁ ଥିବା କଥାକାର କିଶୋରୀ ଦାସଙ୍କ ୯୭ତମ ଜୟନ୍ତୀ କାର୍ଯ୍ୟକ୍ରମ ରେ ଏହି ସମ୍ମାନ ପ୍ରଦାନ କରାଯିବ। ଡ଼ା . ବେହେରାଙ୍କୁ ପୁରସ୍କାର ହିସାବରେ ମାନପତ୍ର ଓ ୧୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କିଶୋରୀ ଚରଣ ସ୍ମୃତି ସଂସଦ ପକ୍ଷରୁ ସମ୍ପାଦକ ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.