ଆଠଗଡ: ଆଜି ସବୁଠି ହୋଲିର ଆସର ଜମିଥିବାବେଳେ ରାଜ୍ୟର କେତେକ ଅଂଚଳ ଅଘଟଣ ଘଟିଛି । ଆଠଗଡରେ ମଧ୍ୟ ହୋଲିକୁ ନେଇ ତୁମୁଳକାଣ୍ଡ ହୋଇଛି । ସେଥିରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଛି । ହୋଲି ଖେଳ ବେଳେ ଗାଡି ସାଇଡ କରିବାକୁ ନେଇ ଗଣ୍ଡଗୋଳ ହୋଇଛି । ଉଭୟ ଗାଁର ୧୨ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
BREAKING NEWS
- ଭାଲେଣ୍ଟାଇନ୍ ଡେ’ରେ ରାତି ତମାମ ଖୋଲାଥିଲା ବାର, ରେଡ୍ ବେଳେ ହରଡଘଣାରେ ଅବକାରୀ ବିଭାଗ
- ଏହି ମୁସଲିମ ଦେଶରେ ଅଛି ବିଶ୍ୱର ସବୁଠାରୁ ବଡ଼ ଶିବ ମନ୍ଦିର, କିଏ ତିଆରି କରିଥିଲେ ଜାଣନ୍ତି କି?
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ବାଂଲାଦେଶ
- Geeta Pattnaik: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ
- ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
- T20 World Cup : ପୁଣି ହାରିଲା ପାକିସ୍ତାନ, ବିଜୟ ସହ ସୁପର ୮ରେ ଟିମ୍ ଇଣ୍ଡିଆ
- ପତ୍ନୀହନ୍ତାକୁ ଫାଶୀଦଣ୍ଡ;ଏସିଡ ମାଡ଼କରି…
- ନକଲି ଜର୍ଦ୍ଦା କାରଖାନା ଠାବ; ୫ ଲକ୍ଷରୁ ଅଧିକ ମୂଲ୍ୟର ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ
- ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’
- ବାଂଲାଦେଶ ବାଛିଲା ନୂଆ ଭାଗ୍ୟ ବିଧାତା: ଭାରତ ସହିତ ସମ୍ପର୍କ ଉନ୍ନତ କରିବେ କି ତାରିକ୍ ରେହମାନ?
Comments are closed.