Latest Odisha News

BREAKING NEWS

Browsing Category

ହୋଲି

Holi

ବଲିଉଡର ଏହି ମନଛୁଆଁ ଗୀତରେ ହୋଲିର ମଜା ନିଅନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଏହି ପର୍ବକୁ ନେଇ ଅନେକ ଗୀତ ରହିଥିବା ବେଳେ ବଲିଉଡ ଗୀତ ବିନା ଏହାର ମଜା ଅଧୁରା ରହିଯାଏ । ଜାଣନ୍ତୁ, ହୋଲିକୁ ନେଇ…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ…

ହୋଲି ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପର୍ବ ପାଳିତ ହେଉଛି ।…

କରୋନା ଭୟ: ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ନଖେଳିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅତିଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ କହିଛନ୍ତି, “ଓଡିଶା ସରକାର ଘାତକ କରୋନା ଭାଇରସକୁ ନେଇ ସମ୍ଭାବ୍ୟ ସମସ୍ତ ଉପାୟ ଆପଣେଇଛନ୍ତିି ତଥା ମିଡିଆ ମାଧ୍ୟମରେ ସଚେତନତା…

କିପରି ସତର୍କତାର ସହ ଖେଳିବେ ହୋଲି, ଜାଣନ୍ତୁ…

ଭୁବନେଶ୍ୱର: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହୋଲିରେ କିପରି ରହିବେ ସତର୍କ? ହୋଲି ଖେଳିବା ସମୟରେ କି ପ୍ରକାର ସତର୍କତା ତଥା କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର ସେ ସଂପର୍କରେ ଜାଣନ୍ତୁ... ହୋଲି ଖେଳିବା ସମୟରେ କରମର୍ଦ୍ଦନ କରନ୍ତୁ ନାହିଁ । ପରସ୍ପରକୁ…

ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲି ପାଳିତ

ଭୁବନେଶ୍ୱର: ହୋଲିରେ ରାସାୟନିକ ରଙ୍ଗ ଖେଳ ଯୋଗୁଁ ଶରୀର ଉପରେ ପଡୁଥିବା କୁପ୍ରଭାବକୁ ନେଇ ଏବେ ଲୋକେ ସଚେତନ ହେଲେଣି । ସେଥିପାଇଁ ଆଜିକାଲି ହର୍ବାଲ ହୋଲି ଖେଳିବାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ…

ହୋଲିରେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ କିପରି…

କରୋନା: ହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁୁବନେଶ୍ୱର: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ହୋଲି ଆସୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ପରାମର୍ଶ ଦେଇଛି । କେମିତି ହୋଲି ଖେଳିବେ ସେ ନେଇ…

ହୋଲିରେ କିପରି ନେବେ ନିଜ ତ୍ୱଚାର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ଆସୁଛି ରଙ୍ଗର ପର୍ବ ହୋଲି । ଏହିଦିନ ପରସ୍ପର ପରସ୍ପରକୁ ନାନା ପ୍ରକାରର ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି । ତେବେ ଏହି ଖୁସିର ପର୍ବରେ ସାବଧାନତା ଅବଲମ୍ବନ ନକଲେ ଏହା ଦୁଃଖରେ ପରିଣତ ହୋଇଯାଏ । ତେବେ ହୋଲି ପୂର୍ବରୁ କିପରି ନିଜ ତ୍ୱଚାର ଯତ୍ନ ନେବେ ଆସନ୍ତୁ…