Latest Odisha News

BREAKING NEWS

ଚିଲିକା ନିକଟରୁ ଉଦ୍ଧାର ହେଲା ଡଲଫିନର ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିଲିକା କୂଳରେ ଥିବା ଏକ ରିସର୍ଟ ନିକଟରୁ ଏକ ଡଲଫିନ୍‌ର ଶବ ଉଦ୍ଧାର ହୋଇଛି । ସୂଚନାନୁସାରେ, କିଛି ସ୍ଥାନୀୟ ଲୋକ ୫ ଫୁଟ ଲମ୍ବ ବିଶିଷ୍ଟ ଏହି ଡଲଫିନ ଟି ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ।

ସୂଚନା ପାଇବା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଡଲଫିନ ଟିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.