Latest Odisha News

BREAKING NEWS

ସମୁଦ୍ର ବେଳାଭୂମିରୁ ଡଲଫିନର ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ର କୂଳରୁ ଶୁକ୍ରବାର ଦିନ ଏକ ଡଲଫିନର ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ଦିଗବାରେଣି ଖୁଣ୍ଟି ନିକଟରୁ ଲାଇଫଗାର୍ଡ ମୃତ ଡଲଫିନକୁ ଉଦ୍ଧାର କରିଥିଲେ। ଡଲଫିନର ଶରୀରରେ କୌଣସି କ୍ଷତାକ୍ତ ଚିହ୍ନନଥିବା ଜଣାପଡ଼ିଛି।

ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଏଯାଏଁ ଜଣା ପଡିନାହିଁ।

Leave A Reply

Your email address will not be published.