Latest Odisha News

BREAKING NEWS

Browsing Tag

Dolphin

କୂଳରେ ଲାଗିଥିବା ଜୀଅନ୍ତା ଡଲଫିନକୁ ମାରିଦେଲେ ପର୍ଯ୍ୟଟକ

ଟେକ୍ସାସ: ଗତ ରବିବାର କ୍ୱିଣ୍ଟାନା ସମୁଦ୍ର କୂଳରେ ଏକ ଜୀଅନ୍ତା ଡଲଫିନ ଲାଗିଥିଲା । ଉପସ୍ଥିତ ପର୍ଯ୍ୟଟକ ସେ ପୁନଶ୍ଚ ସମୁଦ୍ର ଭିତରକୁ ଯାଇପାରୁନଥିବା ଦେଖି ତାକୁ ପାଣିକୁ ପୁଣି ଛାଡ଼ିବାକୁ ଚେଷ୍ଟା କରିଥିଲେ । କିଛି ଲୋକ ତା ସହ ଖେଳିଥିଲେ । ଆଉ କିଛି ତାକୁ ପାଣିରେ ଛାଡ଼ିବା ପାଇଁ ତା ଉପରେ…

ବାଲେଶ୍ବରରୁ ଉଦ୍ଧାର ଡ଼ଲଫିନର ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଏକ ନଦୀ ମୁହାଣରୁ ଉଦ୍ଧାର ହୋଇଥିବା ଆହତ ଡଲଫିନର ଶୁକ୍ରବାର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ବାଲିଆପାଳର କିଛି ସ୍ଥାନୀୟ ଲୋକ କଙ୍କଡାପାଳ ନଦୀ ମୁହାଣ ନିକଟରେ ଏକ ଡଲଫିନକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ବନ ଅଧିକାରୀମାନଙ୍କୁ ଜଣାଇବା ପରେ…

ସମୁଦ୍ର ବେଳାଭୂମିରୁ ଡଲଫିନର ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ର କୂଳରୁ ଶୁକ୍ରବାର ଦିନ ଏକ ଡଲଫିନର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ଦିଗବାରେଣି ଖୁଣ୍ଟି ନିକଟରୁ ଲାଇଫଗାର୍ଡ ମୃତ ଡଲଫିନକୁ ଉଦ୍ଧାର କରିଥିଲେ। ଡଲଫିନର ଶରୀରରେ କୌଣସି କ୍ଷତାକ୍ତ ଚିହ୍ନନଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଏଯାଏଁ ଜଣା…

ଚିଲିକାରେ ଇରାଓ୍ବାଡି ଡ଼ଲଫିନ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଗତ ବର୍ଷ ଠାରୁ ଚଳିତ ଥର ଚିଲିକାରେ ଇରୱାଡି ଡଲଫିନ୍ ସଂଖ୍ୟାରେ ବହୁ ମାତ୍ରାରେ ବୃଦ୍ଧି ଘଟିଛି। ୨୦୨୦ ରେ ୧୪୬ ରହିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ୧୬୨ କୁ ବୃଦ୍ଧି ପାଇଛି। ଫେବୃଆରୀରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଏବଂ ଷ୍ଟେଟ ୱାଇଲ୍ଡ ଲାଇଫ ୱିଙ୍ଗ ଦ୍ୱାରା…