Latest Odisha News

BREAKING NEWS

ବାରିପଦାରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା

ବାରିପଦା : ବାରିପଦାର ସଦର ଥାନା ଅନ୍ତର୍ଗତ କୁକୁଡାଝୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ କୁକୁଡାଝୁଡି ଗ୍ରାମର ଜଣେ ବୃଦ୍ଧ ଦମ୍ପତ୍ତି ଘର ବାହାରେ ଶୋଇଥିବାବେଳେ କେହି ଜଣେ ଦୁବୃର୍ତ୍ତ ଅତି ଜଘନ୍ୟ ଭାବେ ଉଭୟଙ୍କୁ ହତ୍ୟା କରିଥିଲା ।

ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି, ସେନେଇ ସ୍ପଷ୍ଟ ଜଣାପଡିନାହିଁ ।

Leave A Reply

Your email address will not be published.