ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପଜିଟିଭ୍ ସଂସ୍ପର୍ଶରେ ଯଦି ଆସୁଛନ୍ତି , ଯଦି ଆପଣଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତେବେ ଟେଷ୍ଟ କରିବା ଦରକାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଭୟଭୀତ ହୋଇ ଏଣୁ ତେଣୁ ମେଡିସିନ ମଧ୍ୟ ଖାଆନ୍ତୁ ନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । ଆଜି ସୁଦ୍ଧା ୬୧ ହଜାର ଲୋକ ପଜିଟିଭ୍ ଥିବା ବେଳେ ମାତ୍ର ୧୧୦୦ ଶହ ଲୋକ ଡାକ୍ତରଖାନାରେ ଅଛନ୍ତି । ଗାଇଡ ଲାଇନ ଅନୁସାରେ ଯଦି ଆପଣଙ୍କ ଠାରେ ଲକ୍ଷଣ କମ୍ ରହୁଛି ତେବେ ହୋମ ଆଇସୋଲେସନରେ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
BREAKING NEWS
- ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି
- ଗୁରୁବାର ସକାଳ ଯାଏଁ ୨୩ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା
- ‘ମହାନଦୀ ଟ୍ରିବୁନାଲର ଓଡିଶା ଗସ୍ତ କଣ ପାଇଁ…ପିକନିକ ପାଇଁ ନୁହେଁ ତ?’
- India Fastest Train: ନା ବନ୍ଦେ ଭାରତ, ନା ରାଜଧାନୀ, ନା ଶତାବ୍ଦୀ…ଏହା ହେଉଛି ଭାରତର ସବୁଠାରୁ ଶୀଘ୍ର ଦୌଡ଼ୁଥିବା ଟ୍ରେନ୍…
- Sanjay Leela Bhansali: ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କି ସଞ୍ଜୟ ଲୀଲା ବଂଶାଲୀ? ସାମ୍ନାକୁ ଆସିଲା ସତ…
- ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକେଇ, ଲୋକଙ୍କୁ ମାଗୁଛନ୍ତି ଟଙ୍କା…
- ୫ ଓଟିଟି ପ୍ଲାଟଫର୍ମକୁ ବନ୍ଦ କଲେ ସରକାର…
- ବିବାହରେ ଚାଞ୍ଚଲ୍ୟ, ଜୟମାଳା ବେଳେ କନ୍ୟାକୁ ଗୁଳି ମାରିଲା ପ୍ରେମିକ!
- ୨୨ ବର୍ଷ ପରେ ଭୁଲ ମାନିଲେ ଷ୍ଟିଭ୍ ବକନର; ସଚିନ୍ଙ୍କୁ ଦେଇଥିଲେ ଭୁଲ୍ ଆଉଟ୍…
- ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
Comments are closed.