Latest Odisha News

BREAKING NEWS

ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୂର୍ଗ ଜୋଡି ଚିକିନହେଲି ଠାରେ ମଙ୍ଗଳବାର ଦିନ ଡିଆରଡିଓର ଏକ ଅନମେନଡ୍ ଏରିୟଲ୍ ଭେହିକିଲ୍ (ୟୁଏଭି)ର ଡ୍ରୋନ୍ ରୁସ୍ତମ-୨ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ଡିଆରଡିଓ ଏହି ଡ୍ରୋନର ଟ୍ରେଷ୍ଟିଂ କରୁଥିବା ବେଳେ ଆଜି ସକାଳ ୭ଟା ୩୦ମି. ସମୟରେ କୌଣସି କାରଣବଶତଃ ତଳେ ଥିବା ଏକ ପଡିଆରେ ଖସିଯାଇଥିଲା ।

ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ଡିଆରଡିଓ ଫାସିଲିଟିରୁ ୪୦କମି. ଦୂରରେ ଏହି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.