Latest Odisha News

ଦେଶରେ ୫ରୁ ୬ ଟଙ୍କା ବଢ଼ିପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ସାଉଦି ଆରବର ସର୍ବବୃହତ୍ତ ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଯୋଗୁଁ ଭାରତରେ ତୈଳଦର ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଲିଟର ପିଛା ପେଟ୍ରୋଲ ଦର ୫ ରୁ ୬ ଟଙ୍କା ବୃଦ୍ଧି ପାଇବ ନେଇ ଦୁଇଟି ଜାତୀୟ ବିଜନେସ ନ୍ୟୁଜ ସାଇଟ ଆକଳନ କରିଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସିର ବିଜ୍‌ନେସ ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ସାଉଦି ଆରବ ୧୦ ପ୍ରତିଶତ ତେଲ ଯୋଗାଇଥାଏ। ଯୋଗାଣ କମିବା ଅର୍ଥ ତେଲ ଦର ବଢ଼ିବ।

Leave A Reply

Your email address will not be published.