Latest Odisha News

BREAKING NEWS

‘ଇନଟର୍ଣ୍ଣଶାଳା’ ସହଯୋଗରେ ୬୦୦୦ରୁ ଅଧିକ ‘ୱର୍କ ଫ୍ରମ ହୋମ’ ଇନଟର୍ଣ୍ଣଶିପ୍ ଯୋଗାଇଦେଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଇନଟର୍ଣ୍ଣଶାଳା ସହଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ ଛାତ୍ରଛାତ୍ରୀ ମାନଙ୍କୁ  ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍ ଯୋଗାଇଦେଇଛି ।

ଅଧିକ ପଢନ୍ତୁ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଜାଣନ୍ତୁ କ’ଣ ସବୁ ରହିବ ଖୋଲା

ଆଗ୍ରହୀ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ସାଇଟରେ ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍‌-ସେଣ୍ଟ୍ରାଲ ପ୍ଲେସମେଣ୍ଟ ସେଲ ଲିଙ୍କ ରେ ଯାଇ ରେଜିଷ୍ଟର କରିପାରିବେ । ନିଃଶୁଳ୍କ ରଖାଯାଇଥିବା ଏହି ରେଜିଷ୍ଟ୍ରେସନ ର ଶେଷ ତାରିଖ ଜୁନ ୧୨ ତାରିଖ ରଖାଯାଇଛି ।

ମ୍ୟାନେଜମେଣ୍ଟ, ମିଡ଼ିଆ, ଲ, ଡିଜାଇନ ଭଳି ମୁଖ୍ୟ କ୍ଷେତ୍ର ମିଶାଇ ଏହି ପୋର୍ଟାଲ ପ୍ରାୟ ୬୦୦୦ ପେଡ୍ ୱର୍କ ଫ୍ରମ ହୋମ ଇନଟର୍ଣ୍ଣଶିପ୍ ଯୋଗାଇଦେବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀ ମାନେ ଇନଟର୍ଣ୍ଣଶାଳା.କମ ମାଧ୍ୟମରେ ମଧ୍ୟ ନିଜକୁ ରେଜିଷ୍ଟର କରାଇପାରିବେ ।

Leave A Reply

Your email address will not be published.