ପଟିଆଲା : ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ମିଳିଛି ରୌପ୍ୟ ପଦକ । ପଟିଆଲରେ ଖେଳା ଯାଉଥିବା ୨୪ତମ ଜାତୀୟ ଫେଡେରେସନ କପ ସିନିୟର ଆଥଲେଟିକ ଚାମ୍ପିଅନସିପରେ ଧାବିକା ଦୂତି ଚାନ୍ଦଙ୍କୁ ଏହି ସଫଳତା ମିଳିଛି । ଆୟୋଜିତ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ ଫାଇନାଲରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି ଦୂତି । ସେ ୧୦୦ ମିଟରକୁ ୧୧.୫୮ ସେକେଣ୍ଡରେ ଅତିକ୍ରମ କରିଛନ୍ତି ।
BREAKING NEWS
- ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ମହିଳା ଏସଆଇ ଗିରଫ
- ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏକାଥରେ ମିଳିବ ୫ଟି କିସ୍ତି
- ନୂଆ ଟିମ୍ ଘୋଷଣା କଲେ ବିଜେପି ଅଧ୍ୟକ୍ଷ: ବୈଜୟନ୍ତ ପଣ୍ଡା ପୁଣି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ
- Third flood in Brahmani: ବ୍ରାହ୍ମଣୀ ସମେତ ଏହି ନଦୀରେ ତୃତୀୟ ବନ୍ୟା; ୧୬ ପଞ୍ଚାୟତ ଜଳମଗ୍ନ
- ଆପଣ ଜାଣନ୍ତି କି? ମହାକାଶରେ କାନ୍ଦି ପାରନ୍ତି ନାହିଁ ମହାକାଶଚାରୀ..
- ନନ୍ଦନକାନନରେ ୯ ମାସର ବାଘ ଶାବକ ମୃତ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
- ହିନ୍ଦୁ କିମ୍ବା ମୁସଲମାନ ନୁହେଁ ବରଂ ବିପଦରେ ଅଛନ୍ତି ଦେଶର ଯୁବପିଢ଼ୀ: ଛାତ୍ର ପ୍ରତିବାଦଙ୍କୁ ନେଇ କ୍ଷୁବ୍ଧ ବାବା ରାମଦେବ
- ଆଜିଠାରୁ ଆରମ୍ଭ ଜନଗଣନା: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚରାଯିବ ୪୦ ପ୍ରଶ୍ନ
- ଲଘୁଚାପ ପ୍ରଭାବରେ ଅଶାନ୍ତ ସମୁଦ୍ର: ମତ୍ସ୍ୟଜୀବୀଙ୍କ ପାଇଁ ଲାଗିଲା କଟକଣା

Comments are closed.