Latest Odisha News

BREAKING NEWS

ଦିଲ୍ଲୀରେ ଭୂକମ୍ପ; ଉତ୍ତର ଭାରତର ଅନେକ ସ୍ଥାନରେ ଝଟକା !

ନୂଆଦିଲ୍ଲୀ: ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ସନ୍ଧ୍ୟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଅନୁଭୂତ ହୋଇଥିବା ବେଳେ ରିଚର୍ ସ୍କେଲରେ ୫.୧ ରହିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପକାଶିତ ହୋଇଛି ।

ପାଣିପାଗ ଏଜେନ୍ସି ସ୍କାଏମେଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦିଲ୍ଲୀ ଏବଂ ଆଖପାଖ କେତେକ ଅଞ୍ଚଳ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

Leave A Reply

Your email address will not be published.