ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଏକ୍ସଚେଂଜ ମାଧ୍ୟମରେ ମୋଟା ଲାଭ କମାଉଥିବା କେତେକ ସଂସ୍ଥା ଉପରେ ଇଡି ଏବେ ନଜର ପକାଇଛି । ୱାଜିରଏକ୍ସ ନାମକ ଏକ କମ୍ପାନୀର ୬୪.୬୭ କୋଟି ଟଙ୍କା ଥିବା ବ୍ୟାଙ୍କ ଖାତା ଫ୍ରିଜ କରାଯାଇଛି । ଏହି କମ୍ପାନୀ ଚୀନରୁ ଫଣ୍ଡ ଆଣିଥିବା ଅଭିଯୋଗ ହୋଇଛି । ପିଏଲଏଲଏ ଅନୁସାରେ ମେସର୍ଜ ଜନାମୀ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଏହି କମ୍ପାନୀ ପରିଚାଳନା କରୁଛନ୍ତି । ୱିଜିରଏକ୍ସ କ୍ଲାଉଡ ସଫ୍ଟୱେୟାର ମାଧ୍ୟମରେ ଏହାକୁ ସଂଚାଳିତ କରୁଥିଲା । କାର୍ଯ୍ୟାଳୟରେ ୨ଟି ଚୌକି ପଡିଥିବା ବେଳେ ଏହାର କର୍ମଚାରୀମାନେ ଘରୁ ଅନଲାଇନରେ ଏହି କାର୍ଯ୍ୟ କରୁଥିଲେ । ଟେଲି କଲର୍ସ ମାଧ୍ୟମରେ ଗ୍ରାହକଙ୍କୁ ଲୋନ ଦେଇ ହଇରାଣ କରିବା ଅଭିଯୋଗ ମଧ୍ୟ ଏହି ସଂସ୍ଥା ନାମରେ ପୂର୍ବରୁ ଆସିଥିଲା । ଚୀନରୁ ଆସୁଥିବା ଫଣ୍ଡର ତଦନ୍ତ ଆରମ୍ଭ ହୋଇଛି ।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.