Latest Odisha News

BREAKING NEWS

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ଓମିକ୍ରନ୍‌ ଭାରିଆଣ୍ଟକୁ ଦୃଷ୍ଟିରେ ରଖି କରୋନା ତୃତୀୟ ତରଙ୍ଗ ଆଗମନ ନେଇ ଆଶଙ୍କା କରାଯାଉଛି।ଅନେକ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରିଟି ଏହି ମାରାତ୍ମକ ଭୂତାଣୁର ଶିକାର ହେଲେଣି। ସେ ବର୍ତ୍ତମାନ ସଙ୍ଗରୋଧରେ ରହିଛନ୍ତି।

ଏକତା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଟେଷ୍ଟ କରିବାକୁ କହିଛନ୍ତି। ସେ ସମସ୍ତ କୋଭିଡ୍-୧୯ ପ୍ରୋଟୋକଲ୍ ମଧ୍ୟ ଅନୁସରଣ କରୁଥିବା କହିଛନ୍ତି। ସେ ଏକ ନୋଟ୍ ଲେଖି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

Comments are closed.