Latest Odisha News

BREAKING NEWS

ଇଞ୍ଜିନିୟର ଉଠବସ୍ ଘଟଣା: ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ ଉଠବସ୍ କରାଇବା ଘଟଣାରେ ସୋମବାର ଦିନ ଗିରଫ ହୋଇଛନ୍ତି ବିଧାୟକ ସରୋଜ ମେହେର।

ଆଜି ପାଟଣାଗଡ ପୋଲିସ ବିଧାୟକ ସରୋଜଙ୍କୁ ନୂଆପଡାରୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେଠାରେ ମାରାଥନ୍ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ବଲାଙ୍ଗୀର ଏସପି କେ ଶିବ ସୁବ୍ରମଣୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.