ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ୨ଟି କ୍ରିକେଟ ଟେଷ୍ଟ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଜୋଫ୍ରା ଆର୍ଚ୍ଚର, ବେନ ଷ୍ଟୋକ୍ସ ଓ ରରୀ ୱର୍ନ୍ସ ଦଳକୁ ଫେରିଛନ୍ତି । ଜନୀ ବେୟାରଷ୍ଟୋ, ସ୍ୟାମ କରନ ଓ ମାର୍କ ଉଡଙ୍କୁ ବିଶ୍ରାମ ଦିଆଯାଇଛି । ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଚେନ୍ନାଇରେ ଖେଳାଯିବ । ସେହିପରି ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ୧୨ ମାର୍ଚ୍ଚରୁ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୨୩ ମାର୍ଚ୍ଚରୁ ଆରମ୍ଭ ହେବ ।
ଇଂଲଣ୍ଡ ଦଳ: ଜୋ ରୁଟ (ଅଧିନାୟକ), ଜୋଫ୍ରା ଆର୍ଚ୍ଚର, ମୋଇନ ଅଲୀ, ଜେମ୍ସ ଆଣ୍ଡରସନ, ଡମ ବେସ୍, ଷ୍ଟୁଆର୍ଟ ବ୍ରଡ, ରୋରୀ ୱର୍ନ୍ସ, ଜୋସ ବଟଲର, ଜ୍ୟାକ କ୍ରଲି, ବେନ ଫକ୍ସ, ଡ୍ୟାନ ଲରେନ୍ସ, ଜ୍ୟାକ ଲିଚ, ଡୋମ ସିବଲୀ, ବେନ ଷ୍ଟୋକ୍ସ, ଅଲି ଷ୍ଟୋନ, କ୍ରିସ ୱକ୍ସ ।
BREAKING NEWS
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
Comments are closed.