Latest Odisha News

BREAKING NEWS

କ୍ରିକେଟରୁ ସନ୍ୟାସ ନେଲେ ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ହଳଧର ଦାସ

ଭୁବନେଶ୍ବର: ଓଡିଶାର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ରାଜ୍ୟର ପ୍ରଥମ ଆଇପିଏଲ୍ ଖେଳାଳି ହଳଧର ଦାସ ରବିବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ଲାଗି ଘୋଷଣା କରିଛନ୍ତି ।

ଏନେଇ ସେ ଓଡିଶା କ୍ରିକେଟ୍ ଆସୋସିଏସନର ସଚିବଙ୍କୁ ଏକ ପତ୍ର ଲେଖୀଛନ୍ତି ।

ଜଣ ବିବାଦୀୟ ତଥା ପ୍ରତିଭାଶାଳୀ ଓ୍ବିକେଟ୍ କିପର ଭାବେ ହଳଧର ଓଡିଶା ଲାଗି ୪୭ଟି ପ୍ରଥମ ଶ୍ରେଣୀ ଖେଳ ଖେଳିଛନ୍ତି। ଯେଉଁଥିରେ ସେ ୨୭.୮ ଆଭରେଜରେ ୧,୮୩୫ ରନ୍ କରିଛନ୍ତି ।

Leave A Reply

Your email address will not be published.