Latest Odisha News

BREAKING NEWS

Browsing Tag

ipl

ଭାରତରେ ଖେଳାଯିବ ନାହିଁ କି ଆଇପିଏଲ୍ ୨୦୨୪ ?

ମୁମ୍ବାଇ: ଆଗୁଆ ଖେଳା ଯାଇପାରେ ୨୦୨୪ ଆଇପିଏଲ୍ । ଆଜତକର ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଆଇପିଏଲ୍ ୨୦୨୪କୁ ଆଗୁଆ ଆୟୋଜନ କରିବା ନେଇ ବିଚାର କରୁଛନ୍ତି । ଏଥିସହ ଆଇପିଏଲର ଏହି ସଂସ୍କରଣ ବିଦେଶରେ ହେବା ସମ୍ଭାବନା ରହିଛି । ଯାହାର ବଡ଼ କାରଣ ହେଉଛି ୨୦୨୪ରେ ହେବାକୁ…

ମହିଳା IPL: ଆଦାନୀ ଓ ଅମ୍ବାନୀ କିଣିଲେ ଟିମ୍

ମୁମ୍ବାଇ: ଆଇପିଏଲ୍ ପରେ ଡବ୍ଲୁପିଏଲ୍ । ୱିମେନ୍ ପ୍ରିମିୟର ଲିଗ୍ (WPL)ର ପ୍ରଥମ ସଂସ୍କରଣ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ବିସିସିଆଇ ୫ଟି ଟିମକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ଆୟ କରିଛି । ୫ଟି ଟିମରୁ ବିସିସିଆଇକୁ ମିଳିଛି ୪୬୬୯.୯୯ କୋଟି ଟଙ୍କା ।…

୨୪ ଘଣ୍ଟିଆ ଅକ୍ସିଜେନ ସପୋର୍ଟରେ ସୁସ୍ମିତା ସେନଙ୍କ ବୟଫ୍ରେଣ୍ଡ ଲଳିତ ମୋଦି

ମୁମ୍ବଇ: ସୁସ୍ମିତା ସେନାଙ୍କ ବନ୍ଧୁ ତଥା ବ୍ୟବସାୟୀ ଲଳିତ ମୋଦି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ୨୪ ଘଣ୍ଟିଆ ଅକ୍ସଜେନ ସପୋର୍ଟରେ ରଖାଯାଇଛି ।  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଏୟାର ଲିପ୍ଟେଡ ହୋଇଥିଲେ ।   ଲଳିତ ନିଜେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ…

ଆଇପିଏଲ୍ ପାଇଁ ପିଏସ୍‌ଏଲ୍ ଛାଡିଲେ ଆଣ୍ଡି ଫ୍ଲାୱାର୍ !

ନୂଆଦିଲ୍ଲୀ: ଜାରି ରହିଛି ପାକିସ୍ତାନ ପ୍ରିମିଅର୍ ଲିଗ୍ (ପିଏସ୍‌ଏଲ୍‌) । ପିଏସଏଲ୍ ଦଳ ମୁଲତାନ୍ ସୁଲତାନ୍ସ ଦଳକୁ ଝଟ୍‌କା ଦେଲେ କୋଚ୍ ଆଣ୍ଡି ଫ୍ଲାୱାର୍ । ଚଳିତବର୍ଷ ହେବାକୁ ଆଇପିଏଲ୍ ପାଇଁ ସେ ପିଏସ୍‌ଏଲ୍ ଛାଡିଥିବା ସୂଚନା ରହିଛି । ଚଳିତବର୍ଷ ଆଇପିଏଲରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଦଳ…

ଆଇପିଏଲ ବିଡିଂ ରେ ସାମିଲ୍ ହେବ ବାରବାଟୀ ଷ୍ଟାଡିୟମ !

କଟକ : ଆଇପିଏଲ ବିଡିଂ ରେ ସାମିଲ୍ ହେବ କଟକ ବାରବାଟୀ ଷ୍ଟାଡିୟମ। ଆଉ ଚଳିତ ମାସ ୨୫ ତାରିଖରେ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା କରାଯିବ । ଏଥିପାଇଁ ଆଗ୍ରହ ଦେଖାଇଛି ଜିନ୍ଦଲ୍ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ । ଆଇପିଏଲ ୨୦୨୨ ଵିଡିଙ୍ଗରେ କଟକ ସାମିଲ ହୋଇଛି । ପାଖାପାଖି ୨୦ଟି କମ୍ପାନୀ…

ପୃଥ୍ୱୀ ଶ, ପନ୍ତଙ୍କ ଅର୍ଦ୍ଧଶତକ:ଚେନ୍ନାଇ ସମ୍ମୁଖରେ ୧୭୩ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

ଦିଲ୍ଲୀରେ ହେବାକୁ ଥିବା IPL ମ୍ୟାଚ୍ ନେଇ ଦ୍ୱନ୍ଦ୍ୱ ଜାରି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ କରୋନା ସଂକ୍ରମିତ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ଦିଲ୍ଲୀରେ ହେବାକୁ ଥିବା ଆଗାମୀ ଆଇପିଏଲ୍ ମ୍ୟାଚକୁ ଚିନ୍ତାରେ ପଡ଼ିଛି । ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସର ୨ ଜଣ ଖେଳାଳି କୋଭିଡ୍ ସଂକ୍ରମିତ…

ଦିଲ୍ଲୀ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଲା ଆରସିବି

ଅହମ୍ମଦାବାଦ : ଦମ୍ ଦେଖାଇଲେ ଡିଭିଲିୟର୍ସ । ଆଜି ଖେଳାଯାଇଥିବା ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ମ୍ୟାଚରେ ଡିଭିଲିୟର୍ସଙ୍କ ୪୨ ବଲ୍‌ରୁ ୭୫ ରନର ଅପରାଜିତ ବିସ୍ଫୋରକ ଇନିଂସ ବଳରେ ଆରସିବି ନିର୍ଦ୍ଧାରିତ ଓଭରରେ ୫…

ଆଜିଠୁ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବେଙ୍ଗଳୁରୁ ମୁକାବିଲା

ଚେନ୍ନାଇ: ଫଟାଫଟ୍ କ୍ରିକେଟ୍ ଆଇପିଏଲର ୧୪ ତମ ସଂସ୍କରଣ ଆଜିଠୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍ ମହାସମର । ମହାମାରୀ କରୋନା ବ୍ୟାପୁଥିବାରୁ…

ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍

ନୂଆଦିଲ୍ଲୀ : ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଥିବାରୁ ବିବାନ ଦର୍ଶକରେ ଆଇପିଏଲ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଦେଶରେ କରୋନାର ଦ୍ବିତୀୟ ଲହରୀ ମାଡି ଚାଲିଥିବା ବେଳେ, ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକ…