Latest Odisha News

BREAKING NEWS

୧୫୦ ବର୍ଷ ପରେ ବ୍ରିଟେନରେ ଦେଖାଗଲା ବିରଳ ନୀଳ ପ୍ରଜାପତି

ଲଣ୍ଡନ:ଦୀର୍ଘ ୧୫୦ ବର୍ଷ ପରେ ବ୍ରିଟେନରେ ବିରଳ ନୀଳ ପ୍ରଜାପତି ଦେଖିବାକୁ ମିଳିଛି । ୧୯୭୯ ପରଠାରୁ ଏହା ଆଉ ଦେଖା ଯାଉ ନ ଥିଲା । କରୋନା ଯୋଗୁ ବିଶ୍ୱରେ ପ୍ରଦୂଷଣ ହାର କମିଛି । କଟସୋଲ୍ଡ ପାହଡରେ ଏହି ପ୍ରଜାପତି ଦେଖିବାକୁ ମିଳିଛି । ଗତବର୍ଷ ରୋଡବୋରୋ କମନ ଏଥିପାଇଁ ୮୬୭ ଏକର ଜମି ପ୍ରଦାନ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୭୫୦ ପ୍ରଜାପତି ଦେଖା ଯାଇଥିଲା । ଏବେ ଏହାର ୧୧୦୦ ଲାଭା ଜନ୍ମଗ୍ରହଣ କରିଛନ୍ତି ।

ଏହି ବଡ ପ୍ରଜାପତିର ପ୍ରତ୍ୟାବର୍ତନ ଏକ ବହୁତ ବଡ ସଫଳତା ବୋଲି ଗବେଷଣା କରୁଥିବା ପ୍ରଫେସର ଜେରେମି ଥୋମାସ ଏବଂ ଡେଭିଡ ସିମକକ୍ସ କହିଛନ୍ତି । ସେମାନେ ଏ ନେଇ ଦୀର୍ଘ ଦିନ ଅନୁଧ୍ୟାନ କରିବା ଏହାର ଜୀବନଚକ୍ର ବୁଝିଥିଲେ ।

Leave A Reply

Your email address will not be published.