Latest Odisha News

BREAKING NEWS

ଦେଶର ସବୁ ନାଗରିକଙ୍କୁ ମିଳିବ ୭୫୦୦ ଟଙ୍କାର ସହାୟତା ରାଶି; କେତେ ଗୁଜବ, କେତେ ସତ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ୭,୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ହ୍ଵାଟ୍ସଆପରେ ଏକ ବାର୍ତ୍ତା ଘୁରି ବୁଲୁଛି ।ଏହି ବାର୍ତ୍ତାରେ କେତେ ସତ୍ୟତା ଓ ଗୁଜବ ରହିଛି ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଉଛୁ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ବାର୍ତ୍ତା ଏକ ଗୁଜବ ଅଟେ । ଏଥିରେ କୌଣସି ସତ୍ୟତା ନଥିବା ସୂଚନା ଦେଇଛି ପିଆଇବି ଫ୍ୟାକ୍ଟ ଚେକ୍ । ସରକାରଙ୍କ ତରଫରୁ ଏପରି କୌଣସି ଘୋଷଣା କରାଯାଇନଥିବା କେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି । ଏଭଳି କୌଣସି ତଥ୍ୟ ଅଥବା ଗୁଜବ ଉପରର ବିଶ୍ୱାସ ନକରିବାକୁ ପିଆଇବି ପକ୍ଷରୁ ସତର୍କ କରାଯାଇଛି।

Leave A Reply

Your email address will not be published.