Latest Odisha News

BREAKING NEWS

ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଆଜି ଫଗୁଖେଳ

ଭୁବନେଶ୍ୱର: ଚାରିଆଡେ ଦୋଳପୂର୍ଣ୍ଣିମା ପରଦିନ ହୋଲି ଖେଳାଯାଉଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଏହାର ବ୍ୟତିକ୍ରମ ଦେଖାଯାଏ । ଏଠାରେ ହୋଲିର ତିନି ଦିନ ପରେ ଫଗୁ ଖେଳାଯାଇଥିାଏ । ଠାକୁରଙ୍କ ଦୋଳ ମେଳଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଠାକୁରଙ୍କ ହରିହର ଭେଟ ବେଳେ ସ୍ଥାନୀୟ ଲୋକେ ହୋଲି ଖେଳିଥାନ୍ତି ।

ଗ୍ରାମ୍ୟ କମିଟିର କହିବାନୁଯାୟୀ କିଛି ବର୍ଷ ପୂର୍ବେ ହୋଲି ଖେଳକୁ ନେଇ ଗାଁରେ ଗଣ୍ଡଗୋଳ ହୋଇଥିଲା । ଫଳରେ ଠାକୁରଙ୍କ ରୀତିନୀତିରେ ବିଭ୍ରାଟ ସୃଷ୍ଟି ହୋଇଥିଲା । ପରବ ର୍ୀ ସମୟରେ ହୋଲିକୁ ତିନି ଦିନ ପରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.