କଟକ : ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ । ଅଭିଯୁକ୍ତ ଠାରୁ ନକଲି ଆଇ କାର୍ଡ, ପ୍ୟାନ କାର୍ଡ ,ନକଲି ବ୍ୟାଙ୍କ ଖାତା ସମେତ ନକଲି ଷ୍ଟାମ୍ପ ଆଦି ଜବତ କରିଛି ବାଦାମବାଡି ପୋଲିସ । ସିଦ୍ଧାନ୍ତ ନିଜକୁ ପାଟଣା ଏମ୍ସ ଡାକ୍ତର କହି ବ୍ୟାଙ୍କରୁ କାର୍ ଲୋନ ନେଉଥିଲେ ଆଉ ପରିଶୋଧ କରୁନଥିଲେ । ଏହି ଅଭିଯୋଗରେ ଆଜି ସେ ଧରାପଡିଥିଲେ ।
BREAKING NEWS
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର
- ଋଷ ସହ ବେପାର କଲେ ଭାରତ ସମେତ ୫ ଦେଶ ଗଣିବେ ୧୦୦ ପ୍ରତିଶତ ଟିକସ
- ଅକ୍ଟୋବର ୧୫ରୁ ବଦଳିବ ୟୁପିଆଇ ନିୟମ: ଜାଣନ୍ତୁ ନୂଆ ଏମଡିଆର୍ ଚାର୍ଜ କାହା ଉପରେ ଲାଗୁ ହେବ?
- ୫ ଓରାଙ୍ଗଉଟାନ୍ ଛୁଆ ଉଦ୍ଧାର ମାମଲା: କେଉଁଠି ଲୁଚିଛନ୍ତି ଅଭିଯୁକ୍ତ? ବାଂଲାଦେଶ କିମ୍ବା ନେପାଳ ଖସିଯିବା ନେଇ ସନ୍ଦେହ

Comments are closed.