ରାଉରକେଲା: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଲୋମ ଟାଙ୍କୁରୀ ଘଟଣା ଘଟିଛି । ୪ ବର୍ଷର ପୁଅକୁ ବାପା ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘର ଭିତରୁ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନି । ସେପଟେ ହତ୍ୟାକାରୀ ବାପାକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
BREAKING NEWS
- Jagannath Temple in Prayagraj: ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟିତ;ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗଦାନ
- ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ;ଛୋଟ ଜମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତି ହେବେ ଉପକୃତ
- Speaker of the Knesset Medal: ପିଏମ୍ ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ
- Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର କଲେ…
- ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ
- FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ
- ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ
- Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର
- Epstein Files: ଏପ୍ଷ୍ଟାଇନ୍ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…
- ଟି୨୦ ର୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା
Comments are closed.