Latest Odisha News

BREAKING NEWS

ଗୁଣି ଗାରେଡି ସନ୍ଦେହରେ ହତ୍ୟା ମାମଲା: ବାପା ଓ ୨ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ : ଧର୍ମଗଡ ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଆସିଛି ରାୟ । ବାପା ଓ ୨ ପୁଅଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଧର୍ମଗଡ଼ ଏଡିଜେ ।

ଶିଶୁପାଳ ବିଶି ଏବଂ ତାଙ୍କ ଦୁଇ ପୁଅ ଦିଗାମ୍ବର ବିଶି ଏବଂ ପର୍ଶୁରାମ ବିଶି ପୁଷପଲଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରାପିଠା ଗାଁରେ ୨୦୧୫ରେ ଗୁଣି ଗାରେଡିକୁ କେନ୍ଦ୍ର କରି ପୁଷବଲ ବିସୀଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲେ । ଶିଶୁପାଳ ଏବଂ ତାଙ୍କ ଦୁଇ ପୁଅ ମିଶି ପୁଷପଲଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.