ଭୁବନେଶ୍ୱର : ପୁଣି ଇଡିରେ ହାଜର ହୋଇଛନ୍ତି ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । ଦ୍ୱିତୀୟ ଥର ପାଇଁ ସେ ଇଡିରେ ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଇଡି ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିଥିଲା । ପ୍ରମୋଦଙ୍କ ଘରେ ଅର୍ଚ୍ଚନା ନାଗ ଭଡ଼ା ସୂତ୍ରରେ ରହୁଥିଲେ । ଅନେକ ସମୟରେ ସେ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିଲେ । ଉଭୟ ଉଭୟଙ୍କ ନାଁରେ ଅଲଗା ଅଲଗା ସ୍ଥାନରେ ବ୍ଲାକମେଲ ଅଭିଯୋଗ ଆଣିଥିଲେ । ତେବେ ପ୍ରମୋଦଙ୍କ ଆକାଉଣ୍ଟରୁ ଟଙ୍କା ନେଣଦେଣ ହୋଇଛି କି ନାହିଁ ଜାଣିବା ପାଇଁ ଇଡି ଖିଅ ଖୋଜୁଛି ।
BREAKING NEWS
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ସହକାରୀ ନିର୍ଦ୍ଦେଶକଙ୍କ ରହିଛି ୪ କୋଠା, ୩୦ ପ୍ଲଟ…
- କିଚକେଶ୍ୱରୀ ମନ୍ଦିରର ଉନ୍ନତିକରଣ; କେନ୍ଦ୍ର ପକ୍ଷରୁ ୪୪.୯୧ କୋଟି ମଞ୍ଜୁର…
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

Comments are closed.